ଅଟୋମେଟିକ୍ ଫ୍ଲଡ୍ ରେଜିଷ୍ଟାଣ୍ଟ ହାଉସ୍

ଏଚ୍ ବ୍ରିଜ୍ ସର୍କିଟ ଏହା ମୋଟରକୁ ସଳଖ ଏବଂ ଓଲଟା ଭାବରେ ଘୂରାଇ ପାରିଥାଏ । ଟାଇମର ଓ ଜଳସ୍ତର ସେନ୍ସର ସର୍କିଟ ଜଳସ୍ତର କୁ ସେନ୍ସର ପିନ୍ ଷ୍ପର୍ଶ କରିବା ମାତ୍ରେ ଏହା ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ମୋଟରକୁ ଘୂରାଇଥାଏ । ମୋଟର ଓ କ୍ରାଂକ

ସ୍ମାର୍ଟ ଜେବ୍ରା କ୍ରସିଙ୍ଗ ସିଗ୍ନାଲ୍ ବ୍ୟବସ୍ଥା

ଉପକ୍ରମ : ଏକ ବିକଶିତ ଓ ସୁରକ୍ଷିତ ଜେବ୍ରା କ୍ରସିଙ୍ଗ  ସିଗ୍ନାଲ୍ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଆମେ ଏଠାରେ ଏକ ସ୍ମାର୍ଟ ଜେବ୍ରା କ୍ରସିଙ୍ଗ ସିଗ୍ନାଲ୍ ବ୍ୟବସ୍ଥା ପ୍ରସ୍ତୁତ କରିଛୁ ।

ସ୍ମାର୍ଟ କାର୍ ପାର୍କିଂ ବ୍ୟବସ୍ଥା

ଉପକ୍ରମ: ଏହି ପ୍ରକଳ୍ପରେ ଆମେ ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଚାରି ଚକିଆ ଯାନ ବାହାନ ପାର୍କିଂ ବ୍ୟବସ୍ଥା କୁ ସରଳ ଓ ତୃଟି ମୁକ୍ତ କରିଅଛୁ । ସଧାରଣ ପାର୍କିଂ ବ୍ୟବସ୍ଥା ରେ କେତୋଟି ପାର୍କିଂ ସ୍ଥାନ ପୂରଣ ହୋଇଛି ଓ

ସୋଲାର ପାୱାର୍ଡ କ୍ଲିନ୍ଡ ରେଲୱେ ପ୍ଲାଟଫର୍ମ

ଉପକ୍ରମ:– ଏକ ବିକଶିତ ଓ ସ୍ୱଛ ରେଲୱେ ପ୍ଲାଟଫର୍ମ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ପରିଷ୍କାର ପରିଛନ୍ନ  ରେଳ ପ୍ଲାଟଫର୍ମର ବ୍ୟବସ୍ଥା କରିଅଛୁ । ଏହା ସ୍ୱୟଂଚାଳିତ ହେବା ସଂଗେସଂଗେ

ଜଳ ଓ ବିଦ୍ୟୁତ ସରଂକ୍ଷଣ

ଉପକ୍ରମ: ଏହି ପ୍ରକଳ୍ପରେ ଜଳ ଓ ବିଦ୍ୟୁତ ସରଂକ୍ଷଣପାଇଁ ଆମେ ଚେଷ୍ଟା କରିଅଛୁ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ, ଏହି ପ୍ରକଳ୍ପରେ ଛାତ ଉପରର ବର୍ଷା ଜଳ କୁ କିପରି ଦୈନଦିନ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ଓ ଅନାବଶ୍ୟକ ବିଜୁଳିଶକ୍ତି

ବୃଦ୍ଧାମାନଙ୍କ ପାଇଁ ଚାଲିବା ଠେଙ୍ଗା

ଉପକ୍ରମ: ଏହି ପ୍ରକଳ୍ପରେ ବୟସ୍କ ବୃଦ୍ଧ ଓ ବୃଦ୍ଧାମାନଙ୍କ ଚାଲିବା ନିମନ୍ତେ ଆମେ ଏକ ସହାୟକ ବାଡି ତିଆରି କରିଅଛୁ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏହି ବାଡିଟିକୁ ପ୍ରସ୍ତୁତ କରାଯାଇଅଛି । ଦୁର୍ବଳା ବୃଦ୍ଧାଟିଏ ପାଇଁ  ରାସ୍ତାରେ ଚାଲିବାବେଳେ ଏହା

ଜିରୋ ଓପନ୍ ଡିଫିକେସନ୍

ଉପକ୍ରମ ଉକ୍ତ ପ୍ରକଳ୍ପରେ ଶୌଚାଳୟର ବ୍ୟବହାର କରାଯାଇ ଜୈବ ଗ୍ୟାସ୍ ଉତ୍ପାଦନ ପ୍ରତି ଧ୍ୟାନ ଦିଆଯାଇଛି । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ରୋଷେଇ ଗୃହର ଚୂଲା ପର୍ଯ୍ୟନ୍ତ ଜୈବ ଗ୍ୟାସ୍ କୁ ପହଁଚାଇବା, ପରିବେଶକୁ ନିର୍ମଳ ରଖିବା ଏବଂ ସ୍ୱଛ ଭାରତ

ୱାଇଫାଇ ଅପରେଟେଡ୍ ୱାଟର୍ ପମ୍ପ୍

ଉପକ୍ରମ: ଏକ ବିକସିତ ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ଏପରି ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରୁଅଛୁ ଜାହାକି  ଇଂଟରନେଟ୍ ଦ୍ୱାରା ପରିଚାଳିତ  ହୋଇପାରିବ । ଉକ୍ତ ପ୍ରକଳ୍ପ

ସୋଲାର ପାୱାର୍ଡ ଲେବଲକ୍ରସିଂ ଗେଟ୍ ଫର୍ ଟ୍ରେନ୍

ଉପକ୍ରମ: ଏକ ବିକସିତ  ସ୍ୱୟଂଚାଳିତ ରେଳ ଲେବଲକ୍ରସିଂ ଫାଟକ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ସାଧାରଣତଃ ଲେବଲକ୍ରସିଂ ଫାଟକ ଦାୟିତ୍ୱରେ ଥିବା ଅପରେଟର ର ଅସାବଧାନତା ହେତୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣା କୁ ରୋକିବା ପାଇଁ, ଆଧୁନିକ ବୈଷୟିକ ବିଜ୍ଞାନ

ଇଲେକ୍ଟ୍ରିଫାଏଡ ହାଇ ୱେ

ଉପକ୍ରମ: ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ବିଦ୍ୟୁତ ଶକ୍ତି ସଂପନ୍ନ ରାଜପଥ ନିର୍ମାଣ କରୁଅଛୁ । ରିଜୋନାଂଟ ପାୱାର ସଂଚରଣ ଏକ ସ୍ୱତଂତ୍ର ବ୍ୟବସ୍ଥା ଏବଂ ବହୁଳ ଭାବରେ ବ୍ୟବହୃତ ହେଉଥିବା ପ୍ରେରିତ ପାୱାର ସଂଚରଣ ପ୍ରକ୍ରିୟା ।