ହାଇପରଲୁପ ପରିବହନ ବ୍ୟବସ୍ଥା

ଉପକ୍ରମ: ହାଇପରଲୁପ ହେଉଛି ପରିବହନ ବ୍ୟବସ୍ଥାର ଏକ ନୂତନ ସଂକଳ୍ପନା । ଉଡାଜାହାଜ,  ରେଳ, ମୋଟର କାର ଓ ଜଳତରୀ ପରେ ଏହାକୁ ପରିବହନର ପଁଚମ ସାଧନ ମଧ୍ୟ କୁହାଯାଇଥାଏ । ହାଇପରଲୁପ ହେଉଛି ଉଭୟ ଦ୍ରବ୍ୟ ଓ ସାର୍ବଜନିକ ପରିବହନ ବ୍ୟବସ୍ଥାର ଏକ ବାସ୍ତବ ପରିକଳ୍ପନା ।

ସୋଲାର ପାୱାର୍ଡ ସ୍ମାର୍ଟ ଡଷ୍ଟବିନ

ଉପକ୍ରମ: ଆମ କାର୍ଯ୍ୟକ୍ଷେତ୍ରର ଚତୁଃପାର୍ଶ୍ୱ କୁ ନିର୍ମଳ ରଖିବା ପାଇଁ ଆମେ ଡଷ୍ଟବିନ ର ବ୍ୟବହାର କରିଥାଉ । ଅଳିଆ ଆବର୍ଜନା ପବନରେ ବାହାରକୁ ଉଡିନଯିବା ପାଇଁ ଏବଂ ବାୟୁମଣ୍ଡଳରେ ଦୁର୍ଗନ୍ଧ ନବ୍ୟାପିବା ପାଇଁ  ଡଷ୍ଟବିନ ରେ ଏକ ଢାଂକୁଣୀ ରହିବା ଆବଶ୍ୟକ । ସାଧାରଣତଃ ଜନଗହଳିପୂର୍ଣ ସ୍ଥାନ