ରୋଟେଟିଂ ବ୍ରିଜ ଫର ଇଜି ଟ୍ରାନ୍ସପୋର୍ଟେସନ

ଉପକ୍ରମ: ଏକ ବିକସିତ ଘୂର୍ନାୟମାନ ପୋଲ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ଘୂର୍ନାୟମାନ ପୋଲ ନିର୍ମାଣ କରୁଅଛୁ ଜାହାକି ଉଭୟ ରାସ୍ତା ଏବଂ ରେଳ ପରିବହନ ପଥ ନିମନ୍ତେ ପ୍ରଯୁଜ୍ୟ