ଇଲେକ୍ଟ୍ରିଫାଏଡ ହାଇ ୱେ

ଉପକ୍ରମ: ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ବିଦ୍ୟୁତ ଶକ୍ତି ସଂପନ୍ନ ରାଜପଥ ନିର୍ମାଣ କରୁଅଛୁ । ରିଜୋନାଂଟ ପାୱାର ସଂଚରଣ ଏକ ସ୍ୱତଂତ୍ର ବ୍ୟବସ୍ଥା ଏବଂ ବହୁଳ ଭାବରେ ବ୍ୟବହୃତ ହେଉଥିବା ପ୍ରେରିତ ପାୱାର ସଂଚରଣ ପ୍ରକ୍ରିୟା ।