ହାଇପରଲୁପ ପରିବହନ ବ୍ୟବସ୍ଥା
4 August, 2022
Anil
0 Comments
Electrical Engineering
Science and Technology
ଓଡିଆ ବିଜ୍ଞାନ ଲେଖା
8:17 am
ଉପକ୍ରମ: ହାଇପରଲୁପ ହେଉଛି ପରିବହନ ବ୍ୟବସ୍ଥାର ଏକ ନୂତନ ସଂକଳ୍ପନା । ଉଡାଜାହାଜ, ରେଳ, ମୋଟର କାର ଓ ଜଳତରୀ ପରେ ଏହାକୁ ପରିବହନର ପଁଚମ ସାଧନ ମଧ୍ୟ କୁହାଯାଇଥାଏ । ହାଇପରଲୁପ ହେଉଛି ଉଭୟ ଦ୍ରବ୍ୟ ଓ ସାର୍ବଜନିକ ପରିବହନ ବ୍ୟବସ୍ଥାର ଏକ ବାସ୍ତବ ପରିକଳ୍ପନା ।