
ମୋବାଇଲ୍ ଅପରେଟେଡ୍ ୱାଟର୍ ପମ୍ପ୍
12 October, 2024
Anil
0 Comments
INSPIRE AWARD PROJECT
Research and Development
Science Project
ଓଡିଆ ବିଜ୍ଞାନ ଲେଖା
ଉପକ୍ରମ: ଏକ ବିକସିତ ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ଏପରି ପାଣିପମ୍ପ ବ୍ୟବସ୍ଥା ନିର୍ମାଣ କରୁଅଛୁ ଜାହାକି ମୋବାଇଲ୍ ଦ୍ୱାରା ପରିଚାଳିତ ହୋଇପାରିବ । ଉକ୍ତ ପ୍ରକଳ୍ପ