
ସୋଲାର ପାୱାର୍ଡ କ୍ଲିନ୍ଡ ରେଲୱେ ପ୍ଲାଟଫର୍ମ
ଉପକ୍ରମ:– ଏକ ବିକଶିତ ଓ ସ୍ୱଛ ରେଲୱେ ପ୍ଲାଟଫର୍ମ ନିର୍ମାଣ କରିବା ଉକ୍ତ ପ୍ରକଳ୍ପର ଲକ୍ଷ୍ୟ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏଠାରେ ଆମେ ଏକ ପରିଷ୍କାର ପରିଛନ୍ନ ରେଳ ପ୍ଲାଟଫର୍ମର ବ୍ୟବସ୍ଥା କରିଅଛୁ । ଏହା ସ୍ୱୟଂଚାଳିତ ହେବା ସଂଗେସଂଗେ