
ବୃଦ୍ଧାମାନଙ୍କ ପାଇଁ ଚାଲିବା ଠେଙ୍ଗା
ଉପକ୍ରମ: ଏହି ପ୍ରକଳ୍ପରେ ବୟସ୍କ ବୃଦ୍ଧ ଓ ବୃଦ୍ଧାମାନଙ୍କ ଚାଲିବା ନିମନ୍ତେ ଆମେ ଏକ ସହାୟକ ବାଡି ତିଆରି କରିଅଛୁ । ଆଧୁନିକ ବୈଷୟିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେଇ ଏହି ବାଡିଟିକୁ ପ୍ରସ୍ତୁତ କରାଯାଇଅଛି । ଦୁର୍ବଳା ବୃଦ୍ଧାଟିଏ ପାଇଁ ରାସ୍ତାରେ ଚାଲିବାବେଳେ ଏହା